୪୫ ପଜିଟିଭ୍‌ଙ୍କୁ ମିଶାଇ ରାଜଧାନୀ ୬ଶହ ପାର୍

୮ ଜିଲ୍ଲାଠାରୁ ବି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମଣ ତାଲିକାର ଶେଷ ୮ଟି ସ୍ଥାନରେ ଯେଉଁ ଜିଲ୍ଲାଗୁଡ଼ିକ ରହିଛନ୍ତି, ସେମାନଙ୍କ ସମୁଦାୟ ରୋଗୀଙ୍କ ସଂଖ୍ୟା ରାଜଧାନୀଠାରୁ କମ୍। ଗତ ୨୪ଘଣ୍ଟାରେ ରାଜଧାନୀରେ ୪୫ଜଣ ପଜିଟିଭ୍‌ଙ୍କୁ ମିଶାଇ ସଂଖ୍ୟା ୬୦୨ରେ ପହଞ୍ଚି ଯାଇଛି। ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ୫୦ ପ୍ରତିଶତ ରାଜଧାନୀରୁ ରହିଛନ୍ତି। ତେଣୁ … Continue reading ୪୫ ପଜିଟିଭ୍‌ଙ୍କୁ ମିଶାଇ ରାଜଧାନୀ ୬ଶହ ପାର୍